ନୂଆଦିଲ୍ଲୀ, ସଂସଦରେ ଆର୍ଥିକ ସର୍ଭେକ୍ଷଣ ଆଗତ ହେବା ପରେ ଏହା ଉପରେ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅନନ୍ତ ନାଗେଶ୍ୱରନ ନିଜର ଟିମ ସହ ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଂଟରରେ ଦିନ ଦୁଇଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ।