
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ବାଲି ସାହି ସ୍ଥିତ ଜୀୟର ସ୍ୱାମୀ ମଠ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଫେବୃଆରୀ ୧୭ ରିଖ ଶୁକ୍ରବାର ଦିନ ବୈଦିକ ରୀତିନୀତିରେ ମାଗଣା ସାମୁହିକ ବ୍ରତୋପନୟନ ମଠ ପରିସରରେ ମହନ୍ତ ଶ୍ରୀ ଇନ୍ଦିରା ରମଣ ରାମାନୁଜ ଦାସଜୀ ମହାରାଜଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେବ |ବ୍ରତାଧରୀଙ୍କ ସହିତ ସମ୍ପର୍କୀୟଙ୍କ ରହିବା, ଖାଇବା ସହିତ ସମଗ୍ର ସାମଗ୍ରୀ ଯୋଗାଇ ଦିଆଯିବ |ଏଣୁ ରାଜ୍ୟ ଏବଂ ରାଜ୍ୟ ବାହାରର ଆଗ୍ରହୀ ବ୍ରାହ୍ମଣ ପରିବାର ଫେବୃଆରୀ ୧୪ ରିଖ ସୁଦ୍ଧା ଜୀୟର ସ୍ୱାମୀ ମଠ ବାଲିସାହି ପୁରୀ ମୋବାଇଲ -9861033397, 9437500745 ନମ୍ୱରରେ ଯୋଗାଯୋଗ କରି ଏହାର ସୁବିଧା ନେବାପାଇଁ ମଠର ସନ୍ଥଶ୍ରୀ ସୁଦର୍ଶନ ରାମାନୁଜ ଦାସଜୀ ମହାରାଜ ଅନୁରୋଧ କରିଛନ୍ତି |