ନୂଆଦିଲ୍ଲୀ, ହତ୍ୟା ଉଦ୍ୟମ ଅଭିଯୋଗ ପ୍ରମାଣିତ ହେବା ପରେ ଅଯୋଗ୍ୟ ଘୋଷିତ ହୋଇଥିବା ଲୋକସଭା ସଦସ୍ୟ ମୋହମ୍ମଦ ଫୈଜଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣୀ କରିବେ ।