ଭୁବନେଶ୍ଵର, ଆଜି ସକାଳେ ବାଲେଶ୍ଵର, ଚାନ୍ଦବାଲି, ପାରାଦୀପ ଏବଂ ଯାଜପୁରରେ ଘନକୁହୁଡ଼ି ଅନୁଭୁତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ରହିଛି ବାଲେଶ୍ଵରରେ ୫୦ ମିଟର, ଚାନ୍ଦବାଲିରେ ୫୦ ମିଟର, ପାରାଦୀପରେ ୫୦ ମିଟର ଏବଂ ଯାଜପୁରରେ ୧୦୦ ମିଟର। ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 21, 2024
November 21, 2024