କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,
ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୮୫ ୟୁନିଟ ରକ୍ତ ସଂଗ୍ରହ ହୋଇଅଛି । ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ପିନାକୀ ମିଶ୍ର ଉଦଘାଟନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ, ରାମକୃଷ୍ଣ ଦାସ ମହାପାତ୍ର, ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାସ, ଗୌରହରୀ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ବିଜୁ ଯୁବ ଜନତା ଦଳ ଜ଼ିଲ୍ଲା ସଭାପତି ନାରାୟଣ ସ୍ୱାଇଁ, ପୁରୀ ନିମାପଡା କୋ-ଅପରଟିଭ ସଭାପତି କିଶୋରେ ଛୋଟରାୟ, ଜିଲ୍ଲା କ୍ରୀଡା ସମ୍ପାଦକ ରବିଶଙ୍କର ପ୍ରତିହାରୀ, ବରିଷ୍ଠ ନେତା ପୀତବାସ ପ୍ରଧାନ, ପ୍ରିତମ ଜଗଦେବ, ରାମଚନ୍ଦ୍ର ଗଜ, ଛାତ୍ର ନଗର ସଭାପତି ସାଗର ପାତ୍ର, ରବିନାରାୟଣ ନାୟକ, ସୋମନାଥ ସାହୁ, ରାଜେଶ ରଣା, ଅରୁଣିମା ନନ୍ଦ, ଭାରତୀ ମହାପାତ୍ର, ସନ୍ଧ୍ୟାରାଣୀ ଭଟ୍ଟ, ଗୁରୁପ୍ରସାଦ ଦାଶ, ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଓଡିଶା ମୋ ପରିବାର ସହ ସଂଯୋଜକ ଭଗବାନ ପଢିଆରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।