କଟକ, କଟକ ଏସସିବି ମେଡ଼ିକାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ହାତରେ ଲାଗିଛି ଗୋଡ଼ ଆଙ୍ଗୁଠି । ଏସସିବି ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଦ୍ଵାରା ଏହି ସଫଳ ଅସ୍ତ୍ରୋପଚାର କରାଯାଇଛି । ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ଵରେ ଡାକ୍ତରୀ ଟିମ୍ ଏହାର ସଫଳ ଅସ୍ତ୍ରୋପଚାର କରିଥିଲେ । ମେସିନରେ କାମ କରୁଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି କଟି ଯାଇଥିଲା । ଗୋଡ ଆଙ୍ଗୁଠିକୁ କାଟି ତାଙ୍କ କଟିଯାଇଥିବା ହାତ ଆଙ୍ଗୁଠି ସ୍ଥାନରେ ଲଗାଯାଇଥିଲା ।
Related Stories
November 21, 2024
November 21, 2024