
ଜୟପୁର,ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ଜୟପୁର ରଜାନହର ଛକ ଠାରେ ପହଞ୍ଚି ଥିଲେ । ସେଠାରେ ଥିବା ଚା ଦୋକାନରେ ଚା ପିଇଥିଲେ । ଚା ଦୋକାନର ମାଲିକ ଖାଡେଙ୍ଗା ସହ ବ୍ୟବସାୟ କିପରି ଚାଲିଛି, ଚା ବହୁତ ଭଲ ଅଛି କହି ପରିବାର ବିଷୟ ପଚାରି ବୁଝି ଫେରିଥିଲେ । ଜୁଏଲଙ୍କ ଗସ୍ତ ସମୟରେ ବୈଦନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।