
ଦିଗପହଣ୍ଡି – କୋଟିନଡା ଗ୍ରାମ ପଞ୍ଚାୟତ ରେ ଦେଖିବାକୁ ମିଳୁଛି ଅଭାବନୀୟ ଘଟଣା l ଗାଡି ନ (OR 07 S 9995) ଏକ୍ସଲ ମାଧ୍ୟ୍ୟମରେ ବସ୍ତା ବସ୍ତା ହରିଲୁଟ ଚାଲିଛି ତାହା ପୁଣି ଖୁଲମ ଖୁଲା l ଗୋଟେ ସତର ବର୍ଷ ର ବାଳକ ଗାଁ ଗାଁ ଏବଂ ସାହି ସାହି ବୁଲି ଛତୁଆ ସଂଗ୍ରହ କରିବାର ଦୂର୍ଷ୍ୟ ଏବେ ଭାଇରଲ ହେବାରେ ଲାଗିଛି lଯେଉ ଛତୁଆ ପିଲାମାନଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ମା ମାନଙ୍କୁ ଦିଆଯାଉଛି ପିଲାଙ୍କୁ ଖୁଆଇବା ପାଇଁ କିନ୍ତୁ ଅଭିଭାବକ କରୁଛନ୍ତି ଓଲଟା,କିଛି ବେପାରୀ ଆସି ଏହି ଛତୁଆ କୁ ପନ୍ଦର ଟଙ୍କାରେ କ୍ରୟ କରୁଛନ୍ତି ତାହା ପୁଣି ଖୁଲମ ଖୁଲା l