କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ପ୍ରମାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ବିମାନ ଓଡିଶା ଆଣିବା ପାଇଁ ଦୀର୍ଘ ବର୍ଷର ସଂଘର୍ଷର ଅନ୍ତ ଘଟିଛି |ରାଜ୍ୟ ସରକାରଙ୍କ ସହଯୋଗରେ ସ୍ୱତନ୍ତ୍ର ଯାନ ଦ୍ୱାରା ଏହି ବିମାନଙ୍କୁ ଓଡିଶା ଅଣା ଯାଇଛି |ପୁରୀର ଶ୍ରୀଜଗନ୍ନାଥ ସେନା ସଂଗଠନ ତରଫରୁ ଆବାହକ ଆଡଭୋକେଟ୍ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଦାବୀ କରାଯାଇଥିଲା |ସେହିପରି ଅର୍ବାନ ହାଟ ପରିଶରରେ ବିଜୁବାବୁ ଙ୍କ ଅସ୍ଥି କଳସ ସମ୍ମୁଖରେ ଡାକୋଟା ବିମାନକୁ ପୁରୀକୁ ଆଣିବା ପାଇଁ ଦାବିରେ ଦୀର୍ଘ ବର୍ଷ ଧରି ସେନା ଆନ୍ଦୋଳନ କରି ଆସୁଥିବାର ଦୃଶ୍ୟ |