ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱର ରେ ହାତ ଗୋଡ଼ ବାନ୍ଧି ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଓଡ଼ିଶାର ବିପର୍ଯ୍ୟସ୍ତ ଆଇନି ବ୍ୟବସ୍ଥା ପ୍ରତିବାଦରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଅପରାହ୍ନ ୫ଟାରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟ, ସମୟ-ଅପରାହ୍ନ ୫ ଘଟିକାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।
Related Stories
November 22, 2024