କେନ୍ଦୁଝର,କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରେ ଦନ୍ତା ହାତୀ ଆକ୍ରମଣରେ ବାପା-ମାଆ ଓ ଶିଶୁ ପୁତ୍ର ଗୁରୁତର ହୋଇଛନ୍ତି । ଗୁରୁତର ୩ ଜଣଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମକର ମେଳା ଦେଖି ଗତକାଲି ରାତିରେ ଫେରୁଥିବା ବେଳେ ହାତୀଟି ସେମାନଙ୍କୁ ଆକ୍ରମଣ କରିଥିଲା ।
Related Stories
November 22, 2024