ଗଞ୍ଜାମ, ବ୍ରହ୍ମପୁର ସାମନ୍ତରାପୁର ଗ୍ରାମର ବିପିନ ପ୍ରଧାନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ଆଜି ମୃତକଙ୍କ ପରିବାର ପକ୍ଷରୁ ଗ୍ରାମ ନିକଟରେ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା । ପୋଲିସ ପହଂଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଛି । ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ସ୍ଵାଭାବିକ୍ ହୋଇଛି ।
Related Stories
November 23, 2024