ନୂଆଦିଲ୍ଲୀ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଦେହରାଦୁନର ଛାଉଣୀରେ ଜସୱନ୍ତ ମୈଦାନରେ ସଶସ୍ତ୍ର ସେନା ଭୂତପୂର୍ବ ସୈନିକ ରାଲୀକୁ ସମ୍ବୋଧିତ କରିବେ । ଏହା ସହିତ ସେ ସପ୍ତମ ସଶସ୍ତ୍ର ସେନା ଭୂତପୂର୍ବ ସୈନିକ ଦିବସ ସମାରୋହରେ ଅଧ୍ୟକ୍ଷତା କରିବେ ।