ଭୁବନେଶ୍ଵର, ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହୋଇଛି । ବିଶେଷ କରି କଟକ, ଗୋପାଳପୁର, ଢେଙ୍କାନାଳ ଏବଂ ପାରାଦୀପରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କଟକରେ ଏହାର ଦୃଶ୍ୟମାନ ଦୂରତା ୫୦ ମିଟର, ଗୋପାଳପୁରରେ ୫୦ ମିଟର, ଢେଙ୍କାନାଳରେ ୫୦ ମିଟର ଏବଂ ପାରାଦୀପରେ ୧୫୦ ମିଟର ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 22, 2024