ଭୁବନେଶ୍ୱର, ଆସନ୍ତା କାଲି ଠାରୁ ଆରମ୍ଭ ହେଉଥିବା ଥିବା ଡଟ ଫେଷ୍ଟ ପାଇଁ ମୋଟ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ଏହି କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ଡିସିପି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ।
ଆସନ୍ତା କାଲି ଠାରୁ ଆରମ୍ଭ ହୋଇ ଡଟ ଫେଷ୍ଟ ୨୯ ଯାଏଁ ଚାଲିବ । ଏଥିରେ ଡଟ ୭୦୦୦ ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା ରହିଛି । ପୁରା ପ୍ରଦର୍ଶନୀ ପଡିଆ ସିସିଟିଭି ସର୍ଭିଲାନ୍ସରେ ରହିଛି । ସ୍ୱତନ୍ତ୍ର ଟିମ ଅପରାଧୀଙ୍କ ଉପରେ ନଜର ରଖିବ ବୋଲି ଜଣା ପଡିଛି ।