ଭୁବନେଶ୍ୱର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ବରିଷ୍ଠ ସମାଜବାଦୀ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ବିୟୋଗ ସମ୍ପର୍କରେ ଜାଣି ମୁଁ ଖୁବ ଦୁଃଖୀ । ଶ୍ରୀ ଯାଦବ ଜଣେ ଜନନେତା ଥିଲେ ତଥା ସାର୍ବଜନୀନ ଜୀବନରେ ତାଙ୍କର ଏକ ଦୀର୍ଘ କ୍ୟାରିୟର ଥିଲା। ଏଭଳି ଦୁଃଖ ସମୟରେ ତାଙ୍କ ପରିବାରର ଓ ତାଙ୍କ ସମର୍ଥକ ମାନଙ୍କ ପ୍ରତି ମୋର ପ୍ରାର୍ଥନା ଓ ବିଚାର ରହିଛି । ଓମ ଶାନ୍ତି ।
Related Stories
November 22, 2024