ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି । ତାଙ୍କର ଜୟନ୍ତୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରା ଯାଇଥାଏ । ତାଙ୍କ ଭଳି ଜଣେ ମହାନ ଆଧ୍ୟାତ୍ମିକ ଗୁରୁଙ୍କ ଦ୍ୱାରା ଦିଆ ଯାଇଥିବା ଶିକ୍ଷା, ଜ୍ଞାନ ଓ ମୂଲ୍ୟବୋଧ ଆମର ଯୁବକ ମାନଙ୍କର ଜୀବନ ଆଦର୍ଶ ହେଉ ଓ ଏକ ଶ୍ରେଷ୍ଠ ସମାଜର ନିର୍ମାଣରେ ଆମକୁ ରାସ୍ତା ଦେଖାଉ ।
Related Stories
November 25, 2024