ଭୁବନେଶ୍ଵର, ଟ୍ଵିନ-ସିଟି ଭୁବନେଶ୍ଵର ଏବଂ କଟକରେ ଘନ କୁହୁଡ଼ି ଅନୁଭୂତ ହୋଇଛି । ଯାହାର ସର୍ବନିମ୍ନ ଦୃଶ୍ୟମାନ ଦୂରତା ଉଭୟ ସହରରେ ୧୦୦ ମିଟର ରହିଥିବା ରେକର୍ଡ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।