
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ଶ୍ରୀକ୍ଷେତ୍ର ପୁସ୍ତକ ମେଳା ରେ ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ର ଚିତ୍ରକଳା ପ୍ରଦର୍ଶନୀ ଜାନୁଆରୀ ୩ ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲୁରହିଛି | ଏଥିରେ ୨୯ଟି ତୈଳ ଚିତ୍ର ସ୍ଥାନ ପାଇଛି ।ମହାବିଦ୍ୟାଳୟର ଛାତ୍ର,ଛାତ୍ରୀ – ସଂଜନା ସାହୁ,ପ୍ରଦ୍ୟୁମ୍ନ ଦାସ୍, ସୁଭସ୍ମିତା କର, ଗୀତାରାଣୀ ମହାପାତ୍ର, ପୂଜା ଘୋଷ,କେଶବ ନାୟକ, ବଟଗୋପାଳ ତ୍ରିପାଠୀ,ରଞ୍ଜନ ପ୍ରଧାନ, ମିଲନ ମିଶ୍ର,କେଦାରନାଥ ସାହୁ,ମୋନାଲିସା ପାଢ଼ୀ,ପ୍ରିୟଦର୍ଶିନି,ପିନାକୀ ମିଶ୍ର,ମାହେଶ୍ୱରୀ ରଣା,ସୁପ୍ରିତି ମହାପାତ୍ର, ସାଜିଦା ବେଗମ,ପ୍ରତିଜ୍ଞା ସାମନ୍ତରାୟ ,ସୁକନ୍ୟା ଦାସ,ଲିଜା,କାଜଲ,ଆଶୁତୋଷ,ଶୁଭମ୍,ଓମ୍,ବିଦେଶୀ,
ଦେବାଶିଷ, ସୋମ ସମେତ ଅଧ୍ୟାପକ ବିଶ୍ୱମୋହନ ରଥ,ସୁଶାନ୍ତ ମେହେର ଓ ଅଧ୍ୟକ୍ଷ ଦୁର୍ଗାମାଧବ କର ଙ୍କ ଛବି ପ୍ରଦର୍ଶିତ କରାଯାଉଅଛି।