ଭୁବନେଶ୍ଵର, ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ପୁଣି ରାଜ୍ୟରେ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି । ପୁରୀରେ ୨୨.୧ ଡ଼ିଗ୍ରୀ, ଗୋପାଳପୁରରେ ୨୦.୮ ଡ଼ିଗ୍ରୀ, ପାରାଦୀପରେ ୨୦.୪ ଡ଼ିଗ୍ରୀ, ଭୁବନେଶ୍ଵରରେ ୧୯.୯ ଡ଼ିଗ୍ରୀ, କଟକରେ ୧୯.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୧୯.୪ ଡ଼ିଗ୍ରୀ, ଛତ୍ରପୁରରେ୧୯, ରାୟଗଡାରେ ୧୯ ଏବଂ ଖୋର୍ଦ୍ଧାରେ ରାତ୍ରି ତାପମାତ୍ରା ୧୯ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି।
Related Stories
November 23, 2024