ନୂଆଦିଲ୍ଲୀ, କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଦେବେନହଲ୍ଲୀ, ବେଙ୍ଗାଲୁରୁ (ରୁରାଲ) ଠାରେ କେନ୍ଦ୍ରୀୟ ଗୁଇନ୍ଦା ପ୍ରଶିକ୍ଷଣ ସଂସ୍ଥାନର ଭିତ୍ତି ପ୍ରସ୍ତର ସ୍ଥାପିତ କରିବେ ଓ ଆଇଟିବିପିର ଆବାସିକ ଓ ଅଣଆବାସିକ ପରିସରର ଉଦଘାଟନ କରିବେ ।