
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭକ୍ତ କବି ମଧୁସୂଦନ ରାଓଙ୍କୁ ତାଙ୍କର ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଓଡ଼ିଆ ସାହିତ୍ୟର କର୍ଣ୍ଣଧାର ତଥା ‘ଛବିଳ ମଧୁ ବର୍ଣ୍ଣବୋଧ’ର ସ୍ରଷ୍ଟା ଭକ୍ତ କବି ମଧୁସୂଦନ ରାଓଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ।