ଭୁୁବନେଶ୍ୱର, ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ମହାସଂଘକୁ ଆଲୋଚନା ପାଇଁ ରାଜ୍ୟ ସରକାରଙ୍କ ଡାକରା । ଶିକ୍ଷକ ସଂଘ ସହ ମୁଖ୍ୟ ସଚିବ ଆଲୋଚନା କରିବେ । ଆସନ୍ତା ୨୯ ତାରିଖରେ ଆଲୋଚନା ବୈଠକ ଅନୁଷ୍ଠିତ ହେବ । ଆଲୋଚନାକୁ ସର୍ବାଧିକ ୩ ଜଣ ପ୍ରତିନିଧି ପଠାଇବାକୁ ସଂଘକୁ କୁହାଯାଇଛି । ବିଭିନ୍ନ ଦାବି ନେଇ ଗତ ୪ ଦିନ ଧରି ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିଛନ୍ତି ।
Related Stories
November 24, 2024
November 24, 2024