ଭୁବନେଶ୍ୱର, ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୁରୀ ଉପ ଜିଲ୍ଲାପାଳ ଅଫିସ ର ସିନିୟର ରେଭେନ୍ୟୁ ଆସିଷ୍ଟାଂଟ (ଏସଆରଏ)ଜିତୁ ରଂଜନ ଛାଟୋଇ । ଜଣେ ବ୍ୟକ୍ତିଙ୍କ ଜମିକୁ ଘରବାରିରେ ପରିବର୍ତନ କରିବା ପାଇଁ ଶ୍ରୀ ଛାଟୋଇ ୫୦ ହଜାର ଟଙ୍କା ଲାଂଚ ନେଉଥିଲେ । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ଚଢାଉ କରି ତାଙ୍କ ଠାରୁ ଲାଂଚ ଟଙ୍କା ଜବତ କରାଯାଇ ତାଙ୍କୁ ଅଟକ ରଖାଯାଇଛି ।
Related Stories
November 24, 2024
November 24, 2024