ଭୁବନେଶ୍ୱର, ରାଉରକେଲାରୁ ଚାଲିଚାଲି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ନ ପାରିବା ପ୍ରତିବାଦରେ ମୁକ୍ତିକାନ୍ତ ବିଶ୍ୱାଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ବୁଝା ସୁଝା କରିବାକୁ ଉଦ୍ୟମ ଜାରୀ ରହିଛି । ଖବର ଲେଖା ହେବା ଯାଏ ତାଙ୍କୁ ବୁଝାଇବାକୁ ଉଦ୍ୟମ ଜାରୀ ରହିଥିଲା ।
ସେ ସପ୍ତାହେ ହେଲା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଉଦ୍ୟମ କରିଥିଲେ ବି ସେ ତାଙ୍କ ସହ ଦେଖା କରିପାରିନ ଥିବା କାରଣରୁ ସେ ଏଭଳି କରୁଥିବା ଜଣା ପଡିଛି ।