ଭୁବନେଶ୍ୱର, ଗୋଆ ମୁକ୍ତି ଦିବସ ଅବସରରେ ଗୋଆବାସୀଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭକାମନା ଜଣାଇଛନ୍ତି । ଗୋଆରେ ସାମ୍ରାଜ୍ୟବାଦୀ ଶାସନ ଓ ଶୋଷଣ ବିରୁଦ୍ଧରେ ଲଢେଇ ଲଢିଥିବା ସ୍ୱାଧୀନତା ସଂଗ୍ରାମୀ ଓ ସଶସ୍ତ୍ର ବଳର ସାହସ ଓ ବଳିଦାନ ପାଇଁ ସେମାନଙ୍କୁ ଶ୍ରୀ ପ୍ରଧାନ ସ୍ମରଣ କରିଛନ୍ତି ।
Related Stories
November 24, 2024
November 24, 2024