
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତହସିଲ କାର୍ଯ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ କିରାଣୀ ଘନଶ୍ୟାମ ମେହେର ଓଡିଶା ଭିଜିଲାନ୍ସ କୋରାପୁଟ ଦ୍ଵାରା ଗିରଫ ହୋଇଛନ୍ତି। କୋରାପୁଟ ପି ଏସ କେ୍ସ ନଂ -48/10/09/2015u/s 13(2)r/w13(1)(d)/7ପ୍ରେଭେନସନ କରପସନ act 1988ଅନୁସାରେ ଗିରଫ କରିଛନ୍ତି। ଜୁନାଗଡ଼ ତହସିଲଦାର ଙ୍କ ନିର୍ଦେଶ ଅନୁସାରେ ଆର. ଆଇ. କୁଳିହାରୀ ଡିମାରକେସନ ଓ କାନଭରସନ ପାଇଁ ସ୍ପେସିଆଲ କୋର୍ଟ ବିଚାର ବିଭାଗ ଭିଜିଲାସନ୍ସ ଭବାନୀପାଟଣାଙ୍କ ଠାରୁ ଦୁର୍ନୀତି କାର୍ଯ୍ୟ ପାଇଁ ଏକ ବର୍ଷ ଏବଂ ୧୦,000/-ଟଙ୍କା ଜରିମାନା ଥିଲା, ପରବର୍ତ୍ତୀ ସମୟରେ ପୁଣି ୩ ମାସ ସହ u/s13(2)ଦୁର୍ନୀତି ଆଇନ ଅନୁସାରେ ଥିଲା, ପରବର୍ତ୍ତୀ ସମୟରେ କୋର୍ଟ ୬ ମାସ ଏବଂ ୫000/-ଟଙ୍କା ଦଣ୍ଡ ଥିଲେ ମଧ୍ୟ ଡେଫଲଟ ଥିଲା। ପରବର୍ତ୍ତୀ ସମୟରେ ୧ ମାସ ସହ ଅଫେନ୍ସ u/s7pc act 1988 ଉଭୟ ଦଣ୍ଡରେ ବହିଷ୍କାର କରିଥିଲେ ଓ ଗିରଫ କରିଥିଲେ। ଏହି ଦୁର୍ନୀତିକାରି କିରାଣୀଙ୍କ କେ୍ସ କୁ ଏ. କେ. ମାଝୀ ଅବସର ପ୍ରାପ୍ତ ଡି. ଏସ.ପି.କୋରାପୁଟ ଡିଭିଜନ ଅଶ୍ୱିନୀ କୁମାର ସାହୁ ସ୍ପେସିଆଲ ପି. ପି. ଭିଜିଲାସନ୍ସ ଭବାନୀପାଟଣା ପରିଚାଳନା କରିଥିବା ପ୍ରକାଶ।