ଭୁବନେଶ୍ୱର, ଶକ୍ତି ସଂରକ୍ଷଣ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶକ୍ତି ସଂରକ୍ଷଣ ପାଇଁ ଶପଥ ନେବାକୁ ଆହ୍ବାନ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଏକ ଧାରଣକ୍ଷମ ବିକାଶର ଶକ୍ତିଶାଳୀ ମୁଳଦୁଆ ପାଇଁ ଶକ୍ତି ସଂରକ୍ଷଣ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ। ରାଷ୍ଟ୍ରୀୟ ଶକ୍ତି ସଂରକ୍ଷଣ ଦିବସରେ ଆମେ ଯେପରି ଶକ୍ତିକୁ ସଠିକ ବିନିଯୋଗ କରିବା ସହ ଏହାର କିପରି ଅପଚୟ ନ ହେବ ତଥା ଶକ୍ତି ସଂରକ୍ଷଣର ଗୁରୁତ୍ୱ ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇବାକୁ ଆସନ୍ତୁ ଶପଥ ନେବା ।
Related Stories
November 25, 2024