
ବଲାଙ୍ଗିର ,ଲୋଇସିଙ୍ଗା ଆଞ୍ଚଲ କିଛି ଲୋକଙ୍କୁ ଚାକିରି କରାଇଦେବା ନାମରେ ₹5,49,000 ଟଙ୍କା ଆଣିଥିବା ଏହି ମାମଲାରେ ସାଇବର ଥାନାରେ ଠକାମି ଶିକାର ଯୁବକ ମାନଙ୍କ ଅଭିଯୋଗ କ୍ରମେ ସନ୍ତୋଷ ଭୋଳ କୁ ଗିରଫ ହୋଇଥିବା ବଲାଙ୍ଗିର ଏସ୍ ଡି ପି ଓ ତୁଫାନ୍ ବାଗ ସୂଚନା ଦେଇଛନ୍ତି l ଏତଲା କୁ ଭିତ୍ତି କରି ସାଇବର ପୋଲିସ କେସ ନମ୍ବର 75/ 2022,ଦଣ୍ଡବିଧି ଆଇନର 420/ 507 ଦଫାରେ ମାମଲା ରୁଜ୍ଜୁ କରି ଗତକାଲି ତାଙ୍କୁ ଗିରଫ କରାଯାଇଥିବା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି I ଶ୍ରୀ ଭୋଳ କେଶରୀଆ ହିନ୍ଦୁ ବାହିନୀର ଜଣେ ନାମକରା ରାଜ୍ଯ ସ୍ତରୀୟ ନେତା ହୋଇଥିବାରୁ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି I