ପୁରୀ, ପୁରୀ ବାସେଳି ସାହିରେ ବ୍ୟାପିଛି ଝାଡ଼ାବାନ୍ତି । ସେବାୟତ ପରିବାରର ବହୁ ସଦସ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରେଡ଼କ୍ରସ ରୋଡ଼ ସ୍ଥିତ କଲେରା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପାଇପ୍ ଫାଟି ପାଣି ଦୂଷିତ ହୋଇଥିବା ଏବଂ ଏହି ଦୂଷିତ ପାଣି ପିଇ ଏମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।
Related Stories
November 24, 2024
November 24, 2024