ନାଗପୁର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ନାଗପୁର ରେଲୱେ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଛନ୍ତି ଓ ଏହା ପରେ ଟ୍ରେନ ଚାଲିଛି। ଏହା ଦେଶର ଷଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନ ନାଗପୁରରୁ ଛତିଶଗଡର ବିଳାସପୁର ଯାଏ ଚାଲିବ ।
Related Stories
November 22, 2024