ପୁରୀ,ପୁରୀର ଦୁଇ ସ୍କ୍ରୁଭା ଡ଼୍ରାଇଭର ହ୍ୟାରି ରାଓ ଓ ଶୋଭନ ମହାନ୍ତି ପଣ୍ଡିଚେରୀର ଗଭୀର ସମୁଦ୍ର ଭିତରେ ଜୟ ଓଡ଼ିଶା ର ଧ୍ଵଜା ଉଡ଼ାଇ ଛନ୍ତି।ଡ୍ରାଇଭ୍ ଦି ୱର୍ଲ୍ଡ ଅନୁଷ୍ଠାନ ତରଫରୁ ଆୟୋଜିତ ରାଷ୍ଟ୍ରୀୟ ସ୍କ୍ରୁଭା ଡ୍ରାଇଭିଂ କର୍ମଶାଳାରେ ଯୋଗ ଦେଇ ପୋଡୁଚେରି ରକ୍ ବିଚ୍ ସମୁଦ୍ର ତଟରେ ଏହି ଦୁଇ ସ୍କୃବା ଡ଼୍ରାଇଭର ପଚାଶ ଫୁଟ ପାଣି ଭିଆରେ ଓଡ଼ିଶା ଧ୍ଵଜା କୁ ଉଡ଼ାଇ ଥିଲେ।ଏ ସମ୍ପର୍କରେ ସକୃବା ଡ଼୍ରାଇଭର ହ୍ୟରି ରାଓ କହିଛନ୍ତି ଏହା ତାଙ୍କ ପାଇଁ ଏକ ରୋମାଞ୍ଚକର ଗୌରବର ଦିନ ଏବଂ ପୁରୀ ସହିତ ଓଡ଼ିଶାର ବିସ୍ତୃତ ସମୁଦ୍ର ତଟ ରେ ସ୍କ୍ରୁଭା ଡ୍ରାଇଭ୍ ପାଇଁ ଅନେକ ସୁଜଗ ଅଛି ଯାହା କେବଳ ଯୁବ ପିଢ଼ୀଙ୍କୁ ସମୁଦ୍ର ପ୍ରତି ଆକୃଷ୍ଟ କରିବ ତାହା ନୁହଁ ଏହା ସହିତ ପର୍ଯ୍ୟଟନ କ୍ଷେତ୍ର ରେ ଏହା ଅନ୍ୟ ଏକ ଫର୍ଦ୍ ଯୋଡ଼ି ପାରିବ।ସୂଚନା ଯୋଗ୍ୟ ଯେ ହ୍ୟରୀ ରାଓ ଜଣେ ଅନ୍ତର ରାଷ୍ଟ୍ରୀୟ କୋଚ ଭାବରେ ନିଜ ପରିଚୟ ସୃଷ୍ଟି କରିଥିବା ବେଳେ ଶୋଭନ ମହାନ୍ତୀ ସୋୟା ଇଉନିଭର୍ସିଟୀ ର ଛାତ୍ର ଅଟନ୍ତି।
Related Stories
November 22, 2024