ପାରାଦୀପ, ୧୭ ଦଫା ଦାବି ନେଇ ପାରାଦୀପ-ଏରସମା ଶିଳ୍ପାଚଂଳ ଶ୍ରମିକ ସଂଘ ପକ୍ଷରୁ ଆଜିଠାରୁ ପାରାଦୀପ ରିଫାଇନାରୀ ମୁଖ୍ୟ ଫାଟକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଆରମ୍ଭ ହୋଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
Related Stories
November 22, 2024