
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ଠାରେ ଆୟୋଜିତ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ପୁରୀ, ରଂଜନ କୁମାର ଗାଙ୍ଗୁଲି, ସୁବାଳ ମହାରଣା, ଶ୍ରୀଧର ଦାସ ଆନ୍ତର୍ଜାତୀୟ କଳାକାରମାନେ ଏହି କଳାକୃତି ତିଆରି କରିଥିଲେ ଏବଂ ଏହି ତିନି କଳାକାର ସମସ୍ତଙ୍କ ପ୍ରଶଂସା ପାଇବାକୁ ଯୋଗ୍ୟ ହୋଇଥିଲେ |