
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ସୂଚନା ମୁତାବକ ପୁରୀ ସଦରବ୍ଲକ ଅନ୍ତର୍ଗତ ଶିରୁଳି ଠାରେ ଥିବା ପ୍ରସିଦ୍ଧି ସିରୁଳି ମହାବିରୀଙ୍କ ମନ୍ଦିରରେ ବହୁବାଦ ବିବାଦ ପରେ ଦୀର୍ଘ ତିନିମାସ ପରେ ମହାପ୍ରଭୁ ଙ୍କ ଦାନହୁଣ୍ଡି ବାକ୍ସ ରବିବାର ଦିନ ୧୨ ଟା ବେଳେ ଗ୍ରାମବାସୀ ଓ ଛବିଷ ନିଯୋଗ ର ଉପସ୍ଥିତିରେ ଦାନହୁଣ୍ଡି ବାକ୍ସ ଖୋଲା ଯାଇ 2,69,392 ଛବିଷ ନିଯୋଗଙ୍କ ତତ୍ୱବିଧାନରେ ମହାପ୍ରଭୁଙ୍କ ଜମା ଖାତରେ ରଖାଯାଇଛି |ଛବିଷ ନିଯୋଗ ପକ୍ଷରୁ ଏହି ସୂଚନା ଦିଆଯାଇଛି |