ନୂଆଦିଲ୍ଲୀ, ସମ୍ବିଧାନ ଦିବସ ଅବସରରେ ଏକ ସମାରୋହର ଆୟୋଜନ ସଂସଦ ଭବନ ନୂଆଦିଲ୍ଲୀର କେନ୍ଦ୍ରୀୟ କକ୍ଷରେ ସକାଳ 11ଟାରେ କରାଯିବ । ନୂଆଦିଲ୍ଲୀ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ମୋଦୀ, ଓ ସଂସଦର ସଦସ୍ୟ ମାନେ ଭାଗ ନେବେ ।
Related Stories
February 5, 2025