କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,କରୋନାମୁକ୍ତ ଓଡ଼ିଶା ଘୋଷଣା ପରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ପାଇଁ ଘୋଷଣା ହୋଇଛି। ଏଥିପାଇଁ ସାଲବେଗ ପୀଠ ଠାରେ ସଭାପତି କୈଳାସ ଚନ୍ଦ୍ର ଟିକାୟତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ଶିକ୍ଷାବିତ୍ ରଘୁନାଥ ମହାପାତ୍ର, ରାଜକିଶୋର ମିଶ୍ର, ବଦ୍ରି ମିଶ୍ର, ପୁଷ୍କର ମହାପାତ୍ର, ବୀରେନ୍ଦ୍ର ମହାନ୍ତି, ଶ୍ୟାମପ୍ରକାଶ ସେନାପତି,ସୁକାନ୍ତ ପଣ୍ଡା, ସ୍ବାଧୀନ ପଣ୍ଡା, ଶ୍ରୀକାନ୍ତ ମହାନ୍ତି,ସୁନୀଲ ରଥ, ନାରାୟଣ ନନ୍ଦ, ପ୍ରସନ୍ନ ମିଶ୍ର, ଭବାନୀ ବଳିଆର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଶରଧାବାଲି ରେ ଜାନୁଆରୀ ୩ରୁ ୧୨, ଦଶଦିନ ଧରି ପୁସ୍ତକ ମେଳା କରାଯିବ |ଯେଉ଼ଁଥିରେ ୧୦୦ରୁ ଉର୍ଦ୍ଧ ଷ୍ଟଲ ହେବାର ସମ୍ଭାବନା ରହିଛି ବୋଲି ସଂପାଦକ ଚକ୍ରଧର ମହାପାତ୍ର ଜଣାଇଛନ୍ତି।
Related Stories
October 6, 2024
October 6, 2024