
ନୂଆଦିଲ୍ଲୀ,ବୈଦେଶିକ ବ୍ୟାପାର ମନ୍ତ୍ରୀ ମାନ୍ୟବର ଶ୍ରୀ ଟିମ୍ ୱାଟସ୍ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ସାକ୍ଷାତ କରିଛନ୍ତି ।
ଅତିଥିମାନଙ୍କ ମଧ୍ୟରେ ଉଚ୍ଚାୟୁକ୍ତ ଶ୍ରୀ ବେରୀ ଓ’ ଫାରେଲ ଏଓ, ସହାୟକ ମନ୍ତ୍ରୀ ଶ୍ରୀ ଲୁଇସା ବୋକନର, ଅଷ୍ଟ୍ରେଲୀୟ ଉଚ୍ଚାୟୁକ୍ତର ଦ୍ବିତୀୟ ସଚିବ (ରାଜନୈତିକ) ଶ୍ରୀ ଜ୍ୟାକ୍ ଟେଲର ଉପସ୍ଥିତ ଥିଲେ ।