ଗଞ୍ଜାମ,ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଆହ୍ଵାନ କ୍ରମେ ଆଜି ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ବ୍ୟାଙ୍କରେ ବିକ୍ଷୋଭ ପ୍ରଦର୍ଶନ ସହ ଧର୍ମଘଟ କରାଯାଇଛି । ବ୍ୟାଙ୍କ କର୍ମଚାରୀ ମାନେ ସେମାନଙ୍କର ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ବ୍ୟାଙ୍କିଂ ସେବା ବାଧାପ୍ରାପ୍ତ ହୋଇଛି । ଗ୍ରାହକ ଓ ଜନସାଧାରଣ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
Related Stories
November 23, 2024