
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀ ର ସାମ୍ବାଦିକ ସୁଜିତ୍ ରଞ୍ଜନ ମହାପାତ୍ର ଙ୍କ ପିତା ଭାଗବତ ମହାପାତ୍ର ସତୁରୀ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ଗୁରୁବାର ସକାଳେ ହଠାତ ତାଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲ କୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।ପରିବାର ପକ୍ଷରୁ ଅନ୍ତିମ ଯାତ୍ରା ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ କରାଯାଇଥିଲା ।ସେଠାରେ ବଡ଼ ପୁଅ ବିଶ୍ଵନାଥ ମୁଖାଗ୍ନି ଦେଇଥିଲେ ।ମୁଖାଗ୍ନି ଦେବା ସମୟରେ ସମସ୍ତ ପରିବାର ବର୍ଗଙ୍କ ସହ ପୁରୀ ର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।