
ଭୁବନେଶ୍ୱର, ପଦ୍ମପୁର ଉପନିର୍ବାଚନ ପାଇଁ ଆମ ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ କେନେ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ସ୍ଥିତ ମା’ ବନ ଦୁର୍ଗାଙ୍କ ଆଶୀର୍ବାଦ ନେଇଛନ୍ତି । ସେ ମା’ଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।