
ଭୁବନେଶ୍ୱର,ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ବିଲେଇସର୍ଡା ଗାଁରେ ବିଷଧର ସାପର ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ସାପଧରାଳି ବୀର ବିଶ୍ୱାଳଙ୍କୁ ଗିରଫ କରାଯାଇଛି ।
ଉଲ୍ଲେଖନୁୀୟ ଯେ ଏହି ସାପଧରାଳି ଏକ ନାଗ ସାପକୁ ଧରି ନେଲ କଟରରେ ଅତି ନିର୍ଦ୍ଦୟ ଭାବରେ ଦାନ୍ତ ଭାଙ୍ଗି ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା।