
ବ୍ରହ୍ମପୁର। ପଦଯାତ୍ରା ତ ପଦଯାତ୍ରା ବିଜେଡି ର ବିଶାଳ ଜନସମ୍ପର୍କ ପଦଯାତ୍ରା ଦେଖିବାକୁ ମିଳିଛି ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ର କରାପଲ୍ଲୀ ପଞ୍ଚାୟତ ରେ!ପ୍ରଥମେ ବିକ୍ରମପୁର ରୁ ଆରମ୍ଭ ହୋଇଥିଲା ଏହି ବିଶାଳ ଶୋଭାଯାତ୍ରା!ହଜାର ହଜାର ବିଜୁ ପ୍ରେମୀ ଯୁବକ, ମା, ଭଉଣୀ ମାନେ ସାମିଲ ହୋଇ ଥିଲେ!ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଡା. ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜନ ହିତାଧିକାରୀ ଯୋଜନା ସମ୍ପର୍କ ରେ ଲୋକଙ୍କୁ ଅବଗତ କରାଇବା ସହ ବିଜେଡି ର ହାତ ମୁଠା କୁ ଟାଣ କରିବାକୁ ନିବେଦନ କରିଥିଲେ!ଆଜିର ଉକ୍ତ ସଭା କୁ ପରିଚାଳନା କରିଥିଲେ ବିଜେଡି ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ଅଜିତ କୁମାର ଦାସ!ଉକ୍ତ ସଭା ମଞ୍ଚରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଡା. ଗୋପବନ୍ଧୁ ଦାସ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ବିବେକ ରେଡ଼ି, ବରିଷ୍ଠ ନେତା ରାମହରି ପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ସୁଶ୍ରୀ ରାଜେଶ୍ୱରୀ ଦୋରା, ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ch. ଦିଲେଶ୍ଵର ରେଡ଼ି, ରାଜ୍ୟ ଯୁବ ବିଜେଡି ର ସାଧାରଣ ସମ୍ପାଦକ ଅଜିତ କୁମାର ରାଉଳ, ଗଞ୍ଜାମ ବିଜେଡି ଯୁବ ଉପସଭାପତି ଜିତେନ୍ଦ୍ର ରାଉଳ, ଯୁବ ସମାଜସେବୀ ସନ୍ତୋଷ ପାତ୍ର (ସାନ୍ତୁ ଭାଇ ), ବରିଷ୍ଠ ନେତା ମିଲୁ ମହାନ୍ତି, ଗୋପାଳପୁର N. A. C ର ଅଧକ୍ଷ A. ଜାନକୀ