ଭୁୁବନେଶ୍ୱର, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ବିଜେପି ଆର୍ôଥକ ଦୁର୍ବଳ ଶ୍ରେଣୀ ବର୍ଗ ପ୍ରକୋଷ୍ଠ (ଇଡବ୍ଲ୍ୟୁଏସ୍ ସେଲ୍)ର ରାଜ୍ୟ ସଂଯୋଜକ ଭାବେ ଶ୍ରୀ କୁଳମଣି ମିଶ୍ର ଓ ବିଜେପି ଶିକ୍ଷକ ପ୍ରକୋଷ୍ଠ (ଟିଚର ସେଲ୍)ର ରାଜ୍ୟ ସଂଯୋଜକ ଭାବେ ଅଧ୍ୟାପକ ଲକ୍ଷ୍ମୀକାନ୍ତ ମିଶ୍ରଙ୍କୁ ନୂତନ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି ।
Related Stories
November 25, 2024