ଭୁବନେଶ୍ଵର, ଫୁଲବାଣୀ ସହରରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୧୦୦ ମିଟର (ଘନ କୁହୁଡ଼ି), ବଲାଙ୍ଗିରରେ ୩୦୦ ମିଟର (ମଧ୍ୟମ ଧରଣର କୁହୁଡ଼ି), କଳାହାଣ୍ଡି ଜିଲ୍ଲା ଭାନୀପାଟଣାରେ ୭୦୦ ମିଟର (ହାଲୁକା କୁହୁଡ଼ି) ଏବଂ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ୭୦୦ ମିଟର (ହାଲୁକା କୁହୁଡ଼ି) ଦୃଶ୍ୟମାନ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 24, 2024
November 24, 2024