ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ନ୍ୟାୟମୂର୍ତି ଡି. ୱାଇ ଚନ୍ଦ୍ରଚୁଡଙ୍କୁ ଭାରତର 50 ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରାଇବେ ।