ନୂଆଦିଲ୍ଲୀ , ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରିବେଶ ଅନୁକୂଳ ତଥା ନିରନ୍ତର ବିକାଶ କାର୍ଯ୍ୟରେ ଜଡିତ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି । ଏହାଦ୍ୱାରା ଭିତ୍ତିଭୂମି ସୃଷ୍ଟି ଓ ବୃତ୍ତାକାର ଅର୍ଥନୀତି ଉଭୟେ ଗତିଶୀଳ ହେବେ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ସୀମା ସଡକ ସଂଗଠନର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଭିତ୍ତିଭୂମି ସୃଷ୍ଟି ଓ ବୃତ୍ତାକାର ଅର୍ଥନୀତି ଉଭୟେ ଗତିଶୀଳ ହେବେ । ଏହି ପ୍ରୟାସରେ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ।”