ନୂଆଦିଲ୍ଲୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏହା ସହିତ ସଂଯୁକ୍ତ ତଥା ଅଧୀନସ୍ଥ କାର୍ଯ୍ୟାଳୟ, ସ୍ୱୟଂଶାସିତ ସଂସ୍ଥା, ନିୟାମକ ସଂସ୍ଥା ଏବଂ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ, ଯେପରିକି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି); କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି); ପ୍ରକାଶନ ବିଭାଗ ; ଭାରତୀୟ ସମ୍ବାଦପତ୍ର ପଞ୍ଜିକରଣ କାର୍ଯ୍ୟାଳୟ (ଆରଏନ୍ଆଇ); ସେଂଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି) ; ଇଲେକ୍ଟ୍ରୋନିକ୍ ମିଡିଆ ମନିଟରିଂ ସେଂଟର (ଇଏମ୍ଏମ୍ସି); ନୂତନ ମିଡିଆ ୱିଙ୍ଗ (ଏନଏମଡବ୍ଲ୍ୟୁ); ପ୍ରସାର ଭାରତୀ (କ – ଅଲ୍ ଇଣ୍ଡିଆ ରେଡିଓ, ଖ- ଦୂରଦର୍ଶନ); ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଆଇଆଇ), ପୁନେ; ସତ୍ୟଜିତ୍ ରାୟ ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ (ଏସଆରଏଫଟିଆଇ), କୋଲକାତା; ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (ଆଇଆଇଏମସି) ; ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ; ବ୍ରଡକାଷ୍ଟ ଇଞ୍ଜିନିୟରିଂ କନସଲଟାଂଟସ୍ (ଇଣ୍ଡିଆ) ଲିମିଟେଡ୍ (ବିଇସିଆଇଏଲ୍) ଏବଂ ନ୍ୟାସନାଲ ଫିଲ୍ମ ଡେଭଲପମେଂଟ କର୍ପୋରେସନ୍ ଲିମିଟେଡ୍ (ଏନଏଫ୍ଡିସି) (ଏକୀକୃତ ଚଳଚ୍ଚିତ୍ର ମିଡିଆ ୟୁନିଟ୍ ଗୁଡିକୁ ଅନ୍ତର୍ଭୁକ୍ତ କରି) ସର୍ବ ଭାରତୀୟ ଆଧାରରେ ୨ ଅକ୍ଟୋବର ୨୦୨୨ ରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ୨.୦ ଚଳାଇ ଥିଲା, ଯେଉଁଥିରେ ବିଚାରାଧୀନ ବିଷୟ ଗୁଡ଼ିକର ବହିଷ୍କରଣ, ପୁରୁଣା / ଅନାବଶ୍ୟକ ଫାଇଲ ଗୁଡିକର ପରିଷ୍କରଣ ଏବଂ କାର୍ଯ୍ୟାଳୟ ଗୁଡ଼ିକର ସାମଗ୍ରିକ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ଥାନ ପରିଚାଳନା ଉପରେ ଧ୍ୟାନ ଦିଆ ଯାଇଥିଲା
Related Stories
November 25, 2024