ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ ବିଧାନସଭା ସଦସ୍ୟ ଶ୍ରୀ ଜମ୍ବେ ତାଶିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଶ୍ରୀ ଜମ୍ବେ ତାଶି ଜୀଙ୍କ ଅସମୟ ବିୟୋଗରେ ଦୁଃଖିତ । ଜଣେ ଉଦୀୟମାନ ନେତା ଭାବରେ ସେ ସମାଜର ସେବା ପାଇଁ ଆଗ୍ରହୀ ଥିଲେ । ଅରୁଣାଚଳ ପ୍ରଦେଶର ପ୍ରଗତି ପାଇଁ ସେ କଠିନ ପରିଶ୍ରମ କରିଥିଲେ । ଦୁଃଖର ଏହି ମୁହୂର୍ତ୍ତରେ ତାଙ୍କ ପରିବାର ଓ ସମର୍ଥକଙ୍କୁ ସମବେଦନା ଜଣାଉଛି । ଓମ ମଣି ପଦ୍ମେ ହୁମ