-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କଲେ
ଭୋପାଳ, ମଧ୍ୟ ପ୍ରଦେଶର ବୈତୁଲ ଜିଲ୍ଲା ମୁଖ୍ୟାଳୟରୁ 35 କିମି ଦୂରରେ ପରତବାଡା ମାର୍ଗରେ ଝଲୋର ଗାଁ ନିକଟରେ ଶୁକ୍ରବାର ଅତି ଭୋରରରେ ଏକ ବସ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା କାରଣରୁ କାରରେ ବସିଥିବା 11 ଜଣଙ୍କର ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ଛଅ ଜଣ ପୁରୁଷ, ତିନି ଜଣ ମହିଳା ଓ ଦୁଇ ଜଣ ଶିଶୁ ରହିଥିବା ନେଅ ସ୍ଥାନୀୟ ଏସପି ସିମାଲା ପ୍ରସାଦ ସୂଚନା ଦେଇଛନ୍ତି ।
ଏହି ଦୁର୍ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୋକ ବ୍ୟକ୍ତ କରିଛନ୍ତି ।